BCCI President

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ବୋର୍ଡ (BCCI)ରେ ଅସ୍ଥିରତାର ବାତାବରଣ ରହିଛି। ଅନେକ ପଦବୀରେ ନୂତନ ନିଯୁକ୍ତି ହୋଇପାରେ, କିନ୍ତୁ ସଭାପତି ପଦବୀ ସବୁଠାରୁ ଅଧିକ ଆଲୋଚନା ହେଉଛି।…