ଆଞ୍ଚଳିକ ଲକ୍ଡାଉନ୍ରେ ସକ୍ରିୟ ଚୋରା କାଠ ମାଫିଆ : ପାରାଦ୍ବୀପ ବେଳାଭୂମିରୁ ଦିନ ଦ୍ବିପ୍ରହରରେ ଲୁଟ ରଞ୍ଜିତ ପଣ୍ଡା କୁଜଙ୍ଗ : ଚୋରା କାଠ ମାଫିଆଙ୍କ ପାଇଁ ବରଦାନ ସାଜିଛି କରୋନା ଲକ୍ ଡାଉନ। ପାରାଦ୍ବୀପ ବେଳାଭୂମିରୁ ଲୁଟ୍ ହେଉଛି ଲକ୍ଷାଧିକ ଟଙ୍କାର ଝାଉଁ…