ଆଜିର ଖବର ଅନୁ ଚୌଧୁରୀଙ୍କୁ ମିଳିଲା ନୂଆ ଦାୟିତ୍ବ, ତେବେ ଚଳଚିତ୍ରରେ ନୁହେଁ ରାଜନୀତିରେ ପାଇଲେ ଏହି ଦାୟିତ୍ବ ଭୁବନେଶ୍ବର, ପ୍ରଖ୍ୟାତ ଚଳଚିତ୍ର ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଅନୁ ଚୌଧୁରୀଙ୍କୁ ଶେଷରେ ମିଳିଛି ଏକ ନୂଆ ଦାୟିତ୍ବ। ତାହା ହେଲା ସେ ବେଗୁନିଆ ନିର୍ବାଚନ ମଣ୍ଡଳୀର…