ଆଜିର ଖବର ବେଗୁସରାଇରୁ ନିର୍ବାଚନ ଲଢିବେ କହ୍ନେୟା କୁମାର ବିହାରର ବେଗୁସରାଇରୁ ପ୍ରତିଦ୍ବନ୍ଦିତା କରିବେ କହ୍ନେୟା କୁମାର। ଜେଏନ୍ୟୁର ଏହି ଛାତ୍ର ନେତା ସିପିଆଇ ପକ୍ଷରୁ ବେଗୁସରାଇରେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି ବିହାର ସିପିଆଇ…