ଆଜିର ଖବର ମହାଶିବରାତ୍ରି ପାଇଁ ବେଲପତ୍ର ତୋଳୁଛନ୍ତି କି ? ଜାଣନ୍ତୁ ଏଥିପାଇଁ କଣ ରହିଛି ନିତିନିୟମ ଭୁବନେଶ୍ବର: ମହାଶିବରାତ୍ରି ହେଉ କିମ୍ବା ସୋମବାର, ସାଧାରଣତଃ ଦେବ ଦେବ ମହାଦେବଙ୍କୁ ବେଲପତ୍ର ପ୍ରଦାନ କରାଯାଇଥାଏ। ସେଥିପାଇଁ ଭକ୍ତମାନେ ସକାଳୁ ସକାଳୁ ବେଲଗଛରୁ ଏହି ପତ୍ର ତୋଳିଥାନ୍ତି। ହେଲେ…