ଆଜିର ଖବର ବିମାନ ଉଡ଼ାଣ ପୂର୍ବରୁ ବେଙ୍ଗାଲୁରୁ ବିମାନବନ୍ଦରରେ ଚେତାଶୂନ୍ୟ ହେଲେ ପାଇଲଟ୍ ବେଙ୍ଗାଲୁରୁ: ବେଙ୍ଗାଲୁରୁ ବିମାନବନ୍ଦରରେ ଏୟାର ଇଣ୍ଡିଆର ବେଙ୍ଗାଲୁରୁରୁ ଦିଲ୍ଲୀ ବିମାନର ପାଇଲଟ୍ ହଠାତ୍ ବେଙ୍ଗାଲୁରୁ ବିମାନବନ୍ଦରରେ ଚେତାଶୂନ୍ୟ ହୋଇଯାଇଛନ୍ତି। ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପୂର୍ବରୁ…