ଅପରାଧ ବ୍ରହ୍ମପୁର ଟାଉନ୍ ଥାନା ପୁଲିସର ବଡ଼ ସଫଳତା: ଲୁଟ୍ ମୋବାଇଲ୍ ଓ ବାଇକ୍ ଜବତ ବ୍ରହ୍ମପୁର: ସହରରେ ଘଟିଥିବା ଏକ ମୋବାଇଲ୍ ଛିନତାଇ ମାମଲାରେ ବ୍ରହ୍ମପୁର ଟାଉନ୍ ଥାନା ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ…