ଅପରାଧ ବ୍ରହ୍ମପୁରରେ ଆତଙ୍କ ଖେଳାଇବା ପୂର୍ବରୁ ଧରାହେଲେ ଦୁଇ ଯୁବକ: ଦେଶୀ ପିସ୍ତଲ ଜବତ ବ୍ରହ୍ମପୁର: ବଡ଼ବଜାର ଥାନା ପୋଲିସକୁ ବଡ଼ ସଫଳତା ମିଳିଛି। ପାଣ୍ଡବନଗର ଛକରେ ଆତଙ୍କ ସୃଷ୍ଟି କରିବା ଉଦ୍ୟମ ପୂର୍ବରୁ ଦୁଇ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି।…