ଜାତୀୟ ଖବର ଓଡିଶା ପର୍ଯ୍ୟଟନକୁ “ଶ୍ରେଷ୍ଠ ଭବିଷ୍ୟତ ଅଗ୍ରଗାମୀ ରାଜ୍ୟ” ପାଇଁ ରୌପ୍ୟ ପୁରସ୍କାର ଭୁବନେଶ୍ବର, ଭାରତୀୟ ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନ ପୁରସ୍କାରର ଷଷ୍ଠ ସଂସ୍କରଣରେ ଓଡିଶା ପର୍ଯ୍ୟଟନକୁ “ଶ୍ରେଷ୍ଠ ଭବିଷ୍ୟତ ଅଗ୍ରଗାମୀ ରାଜ୍ୟ” ପାଇଁ ରୌପ୍ୟ ପୁରସ୍କାର ମିଳିଛି । କୋଣାର୍କର ଇକୋ…