BF.7

ନୂଆଦିଲ୍ଲୀ: କରୋନା ଭାଇରସ୍ ପୁଣି ଥରେ ଚାଇନାରେ ବିସ୍ତାର କରୁଛି। ରିପୋର୍ଟ ଅନୁଯାୟୀ, ଚାଇନାରେ କରୋନା ଭାଇରସ୍ ବୃଦ୍ଧି ହେବାର କାରଣ ହେଉଛି ଓମିକ୍ରନର ସବ୍-ଭାରିଆଣ୍ଟ BF.7।…