ଆଜିର ଖବର କଟକର ଟ୍ରାଫିକ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ, ନ ମାନିଲେ ହଜାରେ ଗଣିବ ଭୁବନେଶ୍ବର: ଆସନ୍ତାକାଲି ସୋମବାର ଦିନ ଓଡିଶାର ସବୁଠାରୁ ଧୂମଧାମରେ ଭସାଣୀ ଉତ୍ସବ ହେଉଥିବା କଟକର ଟ୍ରାଫିକରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ସେହି ଅନୁସାରେ ଯେଉଁ ପରିବର୍ତ୍ତନ ହୋଇଛି…