ରାଜ୍ୟ ଖବର ଆସନ୍ତାକାଲି ଭୁବନେଶ୍ବର ବନ୍ଦ, ଭରତପୁର ଥାନା ଘଟଣାରେ ବିଜେଡି କରିବ ଏହି ବନ୍ଦ ଭୁବନେଶ୍ବର: ଭୁବନେଶ୍ବର ବନ୍ଦ ଡାକରା ଦେଇଛି ବିଜେଡି। ଗତକାଲି ଶଙ୍ଖ ଭବନରେ ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରାଯାଇଛି। ଏଥିରେ ଦଳର…