ଆଜିର ଖବର ଚୋର ଧରାଇଦେଲେ ମିଳିବ ଦଶ ହଜାର ଟଙ୍କା ପୁରସ୍କାର, ଭୁବନେଶ୍ବର ପୋଲିସର ଘୋଷଣା ଭୁବନେଶ୍ବର: ଚୋର ଧରାଇ ଦେଲେ ମିଳିବ ଦଶ ହଜାର ଟଙ୍କା। ଏହିପରି ଏକ ଲୋଭନୀୟ ପୁରସ୍କାର ଘୋଷଣା କରିଛି ଭୁବନେଶ୍ବର କମିଶନରେଟ ପୋଲିସ। ଜନସାଧାରଣ ଚୋର ଧରିବାରେ…