ବିଶେଷ ଖବର କରୋନା ପାଇଁ ଭୁବନେଶ୍ବରରେ ସିଲ୍ ହୋଇଥିବା କେଉଁ ଅଞ୍ଚଳର କେଉଁ କେଉଁ ସ୍ଥାନ ଏଥିରେ ଅନ୍ତର୍ଭୁକ୍ତ ତାହା ଜାଣି ସତର୍କ ରୁହନ୍ତୁ ଭୁବନେଶ୍ବର, ବର୍ତ୍ତମାନ ଓଡିଶାର ଭୁବନେଶ୍ବର ହେଉଛି କରୋନା ଭାରସର ହଟସ୍ପଟ। କାରାଣ ସର୍ବାଧିକ ଆକ୍ରାନ୍ତ ଭୁବନେଶ୍ବରରୁ ବାହାରିଛନ୍ତି। ସେଥିପାଇଁ ବିଏମସି ତରଫରୁ ରାଜଧାନୀର କେଉଁ ଅଞ୍ଚଳ ସିଲ୍…