Categories
ଆଜିର ଖବର ମନୋରଂଜନ ସିନେମା

ଚର୍ଚ୍ଚାରେ ଭୂମିଙ୍କ ଟପଲେସ୍‌ ଫଟୋ

ମୁମ୍ବାଇ : ଅଭିନେତ୍ରୀ ଭୂମି ପେଡେନ୍‌କର୍‌ ଏବେ ନିଜର ଏକ ବୋଲ୍ଡ ଫଟୋସୁଟ୍‌କୁ ନେଇ ଚର୍ଚ୍ଚାରେ ରହିଛି। ଫ୍ୟାସନ୍‌ ଫଟୋଗ୍ରାଫର୍‌ ଡବ୍ବୁ ରତାନୀଙ୍କ ପାଇଁ ଭୂମି ଟପଲେସ୍‌ ଫଟୋ ସୁଟ୍‌ କରିଛନ୍ତି। ତବ୍ବୁଙ୍କ କ୍ୟାଲେଣ୍ଡର୍‌ ପାଇଁ ଭୂମି ଏହି ଫଟୋ ଉଠାଇଛନ୍ତି। ଏଥିରେ ଭୂମି ଏକ ବାଥଟବ୍‌ରେ ଟପଲେସ୍‌ ରହିଥିବାର ନଜର ଆସିଛନ୍ତି। ଭୂମି ଏହି ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଭୂମି ଏବେ ଫିଲ୍ମ ’ଦୁର୍ଗାବତୀ’ରେ ନଜର ଆସିବେ। ଏହି ଫିଲ୍ମଟି ନାରୀକୈନ୍ଦ୍ରିକ ହୋଇଥିବାବେଳେ ଫିଲ୍ମର ସମସ୍ତ ଦାୟିତ୍ବ ତାଙ୍କ କାନ୍ଧ ଉପରେ ରହିଛି। ସେହିପରି ଭୂମି ଭିକି କୌଶଲଙ୍କ ଅଭିନୀତ ‘ଭୂତ ପାର୍ଟ-1‘ ଆସନ୍ତା ଫେବୃଆରୀ 21 ତାରିଖରେ ରିଲିଜ୍‌ ହେବ।

Categories
ଆଜିର ଖବର ମନୋରଂଜନ ସିନେମା

‘ଭୂତ’ର ଟ୍ରେଲର ରିଲିଜ୍‌ : ମିଳିଲା ମିଶ୍ର ପ୍ରତିକ୍ରିୟା

ମୁମ୍ବାଇ : ବିକି କୌଶଲ୍‌ ଓ ଭୂମି ପେଡେନ୍‌କରଙ୍କ ଅଭିନୀତ ଫିଲ୍ମ ‘ଭୂତ୍‌’ର ଆଜି ଟ୍ରେଲର୍‌ ରିଲିଜ୍‌ ହୋଇଛି । ଏହି ଫିଲ୍ମଟି ବହୁ ସମୟ ଧରି ଚର୍ଚ୍ଚାରେ ରହିଛି । ତେବେ ଏହାର ଟ୍ରେଲରକୁ ଦର୍ଶକଙ୍କ ମିଶ୍ର ପ୍ରତିକ୍ରିୟା ମିଳିଛି । କେହି କେହି ଏହାକୁ ବେକାର କହିଥିବାବେଳେ କେହି କେହି ଏହାର କାହାଣୀକୁ ପସନ୍ଦ କରିଛନ୍ତି । ଏହି ଟ୍ରେଲର୍‌ରେ ଆମାଜନ୍‌ ସମୁଦ୍ରରେ ରହିଥିବା ଏକ ଜାହାଜର କାହାଣୀକୁ ଦର୍ଶାଯାଇଛି । ଯାହାର ଯାଞ୍ଚ ପାଇଁ ବିକିଙ୍କୁ ଦାୟିତ୍ବ ଦିଆଯାଇଛି । ଜାହାଜକୁ ଯାଞ୍ଚ କରିବା ସମୟରେ କିଛି ଅଜବ ଘଟଣା ଦେଖିଛନ୍ତି ବିକି ।  ଫିଲ୍ମରେ ବିକିଙ୍କ ଚରିତ୍ରଙ୍କ ନାମ ପୃଥ୍ବୀ ରହିଛି । କରନ୍‌ ଜୋହରଙ୍କ ପ୍ରଯୋଜିତ ଏହି ଫିଲ୍ମଟିକୁ ଭାନୁ ପ୍ରତାପ ସିଂ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମଟି ଆସନ୍ତା ଫେବୃଆରୀ 21 ତାରିଖରେ ପରଦା ଉପରକୁ ଆସିବ । ଏହି ଫିଲ୍ମ ସହିତ ଆୟୁଷ୍ମାନ ଖୁରାନାଙ୍କ ‘ଶୁଭ ମଙ୍ଗଲ୍‌ ଜ୍ୟାଦା ସାବଧାନ୍‌’ ମଧ୍ୟ ରିଲିଜ୍‌ ହେଉଛି ।

Categories
ଫଟୋ ଖବର

ଏମ୍‌ଟିଭି ନିଶ୍‌ଡର ଲଞ୍ଚ ଅବସରରେ ଅଭିନେତ୍ରୀ ଭୂମି ପେଡ୍‌ନେକର

Mumbai: Actress Bhumi Pednekar and MTV Staying Alive Foundation Executive Director Georgia Arnold at the launch of fictional series “MTV Nished” in Mumbai on Jan 16, 2020. (Photo: IANS)

Categories
ଫଟୋ ଖବର

‘ଛପାକ୍‌’ ଫିଲ୍ମର ସ୍କ୍ରିନିଂ ଅବସରରେ ଅଭିନେତ୍ରୀ ଭୂମି ପେଣ୍ଡେନ୍‌କର୍‌

Mumbai: Actress Bhumi Pednekar at the screening of the film “Chhapaak” in Mumbai on Jan 8, 2020. (Photo: IANS)

Categories
ଭିଡ଼ିଓ

Taapsee Shoot for Mithali Raj biopic to start in mid 2020

Bollywood actress Taapsee Pannu, who was last seen in ‘Saand Ki Aankh’ with Bhumi Pednekar, is gearing up to play former captain of the Indian women’s cricket team Mithali Raj in the biopic ‘Shabaash Mithu’. The actress informs shooting for the film will start in the middle of 2020.

Categories
ଭିଡ଼ିଓ

Ananya Panday looks stunning in yellow outfit

Ananya Panday’s ‘Pati Patni Aur Woh’ co-starring Kartik Aaryan and Bhumi Pednekar have been the talk of the town since the announcement. The actress along with her co-stars are leaving no stones unturned to promote their film on various platforms. Ananya who is quite active on social media has been sharing her looks for the promotional events of the film.

Categories
ଭିଡ଼ିଓ

Bhumi Pednekar Im a restless actor

 

Bhumi Pednekar: I’m a restless actor. … Actress Bhumi Pednekar calls herself a restless actor and says her film choices are a testimony to the kind of actor she wants to be.