ଆଜିର ଖବର ବିଜେଡି ବିଭିନ୍ନ ନେତାଙ୍କୁ ଦେଲା ନୂଆ ପଦପଦବୀ, ଭୂପିନ୍ଦର ସିଂଙ୍କୁ ବଡ ଦାୟିତ୍ବ ଭୁବନେଶ୍ବର: ବିଜୁ ଜନତା ଦଳ କେତେକ ନେତାଙ୍କୁ ବିଭିନ୍ନ ପଦପଦବୀରେ ନିଯୁକ୍ତି ପିରଦାନ କରିଛି। ବର୍ତ୍ତମାନ ନିର୍ବାଚନ ଚାଲିଥିବାରୁ ଦଳ ତାହାର ସଂଗଠନକୁ ସୁଦୃଢ କରିବାରେ ଲାଗିଛି।…