ଆଜିର ଖବର ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହିନା ଖାନ: ଜାଣନ୍ତୁ ନିଜ ସ୍ୱାସ୍ଥ୍ୟକୁ ନେଇ କ’ଣ କହିଲେ ଏହି ଅଭିନେତ୍ରୀ? ନୂଆଦିଲ୍ଲୀ: ଲୋକପ୍ରିୟ ଟିଭି ଅଭିନେତ୍ରୀ ହିନା ଖାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଖବର ଅଛି। ଏହି ଅଭିନେତ୍ରୀଙ୍କ ସ୍ତନ କର୍କଟ ହୋଇଛି। ହିନା ଖାନଙ୍କ କର୍କଟ…