ବିଶେଷ ଖବର ବିହାରରେ ପୁଣି NDA ସରକାର!: ସର୍ବାଧିକ 186 ଆସନ ପାଇବାର ପୂର୍ବାନୁମାନ କଲା ଏହି ସର୍ଭେ ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଏକଜିଟ୍ ପୋଲ ପ୍ରକାଶ ପାଇଛି, ଏବଂ ପ୍ରାୟ ସମସ୍ତ ସର୍ଭେ ଏଜେନ୍ସି NDA ଆଗରେ ଥିବା ଦେଖାଇଛନ୍ତି। PRAJA POLL…