ଜାତୀୟ ଖବର ବିହାର ନିର୍ବାଚନ: ଆସନ ବଣ୍ଟନକୁ ନେଇ ଦ୍ଵନ୍ଦ୍ଵ, କଂଗ୍ରେସକୁ ୫୦ ଆସନ ଦେବାକୁ ପ୍ରସ୍ତୁତ ଲାଲୁ ଯାଦବ ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମହାମେଣ୍ଟ ଭିତରେ ଆସନ ବଣ୍ଟନ ବ୍ୟବସ୍ଥାକୁ ନେଇ ଏକ ବଡ଼ ଅଚଳାବସ୍ଥା ସୃଷ୍ଟି ହୋଇଛି। ସୂତ୍ରରୁ ଜଣାପଡିଛି ଯେ, ଲାଲୁ…