ଜାତୀୟ ଖବର ମହାଗଠବନ୍ଧନର ପରାଜୟ ପରେ ଉଦ୍ଧବ ଠାକରେଙ୍କ ଦଳର ଆସିଲା ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ…. ନୂଆଦିଲ୍ଲୀ: ବିହାର ନିର୍ବାଚନରେ ମହାଗଠବନ୍ଧନକୁ ଏକ ବଡ଼ ପରାଜୟ ବରଣ କରିବାକୁ ପଡିଛି। ବିଜେପି ସର୍ବାଧିକ ଆସନ ପାଇଥିବା ଦଳ ଭାବରେ ଉଭା ହୋଇଛି। ମହାଗଠବନ୍ଧନର ପରାଜୟ…