ଆଜିର ଖବର ଆରଜେଡି ରୁ ବହିଷ୍କୃତ ହେଲେ ୨୭ ବିଦ୍ରୋହୀ ନେତା: ଆଜି ମହାଗଠବନ୍ଧନର ଇସ୍ତାହାର ପ୍ରକାଶ କରିବେ ତେଜସ୍ୱୀ ନୂଆଦିଲ୍ଲୀ: ବିରୋଧୀ ମହାଗଠବନ୍ଧନ ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ବିରୋଧୀ ଦଳ, ରାଷ୍ଟ୍ରୀୟ ଜନତା ଦଳ…