ଆଜିର ଖବର ବିହାରର ଭୋଟର ତାଲିକାରେ ମିଳୁଛି ଆଶ୍ଚର୍ଯ୍ୟଜନକ ସୂଚନା: ସାମ୍ନାକୁ ଆସିଲା ବିଦେଶୀ ନାଗରିକଙ୍କ ନାମ ନୂଆଦିଲ୍ଲୀ: ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଅଭିଯାନ ସମୟରେ ଆଶ୍ଚର୍ଯ୍ୟଜନକ ସୂଚନା ସାମ୍ନାକୁ ଆସିଛି। ନିର୍ବାଚନ କମିଶନଙ୍କ ବରିଷ୍ଠ ସୂତ୍ର ଅନୁଯାୟୀ, ରାଜ୍ୟରେ…