ଆଜିର ଖବର ସୁରକ୍ଷା ବାହିନୀଙ୍କ ବଡ ପ୍ରହାର: ଛତିଶଗଡରେ ୨୨ ନକ୍ସଲଙ୍କ ମୃତ୍ୟୁ, ୧ ଯବାନ ସହିଦ ନୂଆଦିଲ୍ଲୀ: ଛତିଶଗଡର ବିଜାପୁରରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏକ ବଡ଼ ଧରଣର ମୁକାବିଲା ହୋଇଛି। ଯେଉଁଥିରେ ସୁରକ୍ଷା ବାହିନୀ ନକ୍ସଲମାନଙ୍କର ବ୍ୟାପକ କ୍ଷତି ଘଟାଇଛନ୍ତି।…