ଆଜିର ଖବର ‘ମୁସଲମାନ ଜନସଂଖ୍ୟା ବୃଦ୍ଧି ପାଇଛି, ଏଥର ତୁମର ରାଜତ୍ୱ ସରିବ’: ଏସପି ବିଧାୟକ ମେହବୁବ ଅଲି ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ବିଧାୟକ ମେହବୁବ ଅଲି ଉତ୍ତରପ୍ରଦେଶର ବିଜନୋରରେ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ମେହବୁବ ଅଲି ଭାରତୀୟ ଜନତା ପାର୍ଟି ସରକାରଙ୍କୁ ଚେତାବନୀ ଦେଇଛନ୍ତି।…