ଆଜିର ଖବର ବସ୍ ଉପରେ ମାଟି ଅତଡ଼ା ଖସି ୧୮ ଯାତ୍ରୀଙ୍କ ମୃତ୍ୟୁ; ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୋକ ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ବିଳାସପୁରରେ ବସ୍ ଉପରେ ମାଟି ଅତଡା ଖସି ୧୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି…