ଆଜିର ଖବର ନିର୍ଭୟା ମାମଲା : ବିନୟର ରାଜକ୍ଷମା ଖାରଜ, ରାଜକ୍ଷମା ଆବେଦନ କଲା ଅକ୍ଷୟ ନୂଆଦିଲ୍ଲୀ : ନିର୍ଭୟା ଦୋଷୀ ବିନୟ ଶର୍ମାର ରାଜକ୍ଷମା ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦିଲ୍ଲୀର ପଟିଆଲା କୋର୍ଟ ଚାରି ଅଭିଯୁକ୍ତଙ୍କୁ ଫେବୃଆରୀ 1 ତାରିଖରେ…