ଆଜିର ଖବର ଆଜି ନବୀନ ପଟ୍ଟନାୟକଙ୍କ ୭୮ ତମ ଜନ୍ମ ଦିନ: ଶୁଭେଚ୍ଛା ଜଣାଇଲେ ନେତା, ବିଧାୟକ ଓ ସାଧାରଣ ଲୋକ ଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭୮ ବର୍ଷ ପୂର୍ଣ୍ଣ କରିଛନ୍ତି। ଏହି ଅବସରରେ ଦଳୀୟ ନେତା ତଥା ସମାଜର…