ବିଶେଷ ଖବର ପ୍ରମିଳା ବିଷୋୟୀ ଲୋକସଭାକୁ ଗଲେ କହିବେ କଣ ଓ କରିବେ କଣ- ଏ ପ୍ରଶ୍ନ ପଚାରିବାକୁ ଆମେମାନେ କେତେ ଯୋଗ୍ୟ ? କେଦାର ମିଶ୍ର ପ୍ରମିଳା ବିଷୋୟୀ, ବୟସ ସତୁରୀ, ଶିକ୍ଷାଗତ ଯୋଗ୍ୟତା ଦ୍ଵିତୀୟ ଶ୍ରେଣୀ ଓ ବୃତ୍ତିରେ ସମାଜସେବୀ। ତାଙ୍କୁ ଆସ୍କା ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଜନତା…