ଆଜିର ଖବର ଆଜି ଆସିବ ନୂଆ ସରକାରଙ୍କ ନୂଆ ବଜେଟ, ବିଏସକେୱାଇ, କାଳିଆ ଯୋଜନା ଉପରେ ନଜର ଭୁବନେଶ୍ବର: ଆଜି ଉପସ୍ଥାପିତ ହେବ ନୂଆ ସରକାରଙ୍କ ନୂଆ ବଜେଟ। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହରେ ଏହି ବଜେଟ ଉପସ୍ଥାପନା କରିବେ। ପ୍ରଥମ ଥର…