ଜାତୀୟ ଖବର ଆନ୍ଧ୍ର କରୁଥିବା ନିର୍ବାଚନରେ ଭାଗ ନନେବା ପାଇଁ ସୀମାନ୍ତବର୍ତୀ ଗ୍ରାମବାସୀଙ୍କୁ ଅନୁରୋଧ କଲା ରାଜ୍ୟ ବିଜେପି ଭୁବନେଶ୍ୱର, ରାଜ୍ୟ ସଭାପତି ଏବଂ ବିରେଧୀ ଦଳ ନେତା ପ୍ରଥମେ କୋଟିଆ ଏବଂ ପରେ ଆନ୍ଧ୍ର-ଓଡିଶା ସୀମାନ୍ତବର୍ତୀ ଗାଁ ଗୁଡିକୁ ଗସ୍ତ କରି ସଂପୃକ୍ତ ଅଂଚଳର ଗ୍ରାମବାସୀଙ୍କ…