ଜାତୀୟ ଖବର ମୋଦିଙ୍କ ପ୍ରଚାର ଗୀତର ସଂଗୀତ ନିର୍ଦ୍ଦେଶନା ଦେଲେ ଓଡିଆ ପୁଅ, ପ୍ରଧାନମନ୍ତ୍ରୀ କଲେ ସେୟାର ନୂଆଦିଲ୍ଲୀ: ବର୍ତ୍ତମାନ ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ଦଳ ସେମାନଙ୍କର ଥିମ ସଂଗୀତ ବା ପ୍ରଚାର ସଂଗୀତ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ସେହିପରି ଶାସକ ବିଜେପି ଦଳ…