ଆଜିର ଖବର ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଅପମାନ କଲେ ହେଗେଡ୍, ସ୍ବାଧୀନତା ସଂଗ୍ରାମକୁ କହିଲେ ଡ୍ରାମା ବେଙ୍ଗାଲୁରୁ : ଭାରତୀୟ ଜନତା ପାର୍ଟିର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗେଡ୍ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । କର୍ଣ୍ଣାଟକର ରାଜଧାନୀ…