ଆଞ୍ଚଳିକ ବିଧାନସଭା ଏଥିକ୍ସ କମିଟିଙ୍କ ଅଚାନକ ଭଗବତୀ ମନ୍ଦିର ପରିଦର୍ଶନ, ମନ୍ଦିରର ଉନ୍ନତି ନେଇ ସାଧାରଣରେ ଚର୍ଚ୍ଚା ସମୀକ୍ଷା ବ୍ୟୁରୋ ବାଣପୁର : ରାଜ୍ୟସରକାର ମନ୍ଦିର ଓ ପର୍ଯ୍ୟଟନ ଶିଳ୍ପକୁ ବିଶେଷ ଗୁରୁତ୍ବ ଦେଉଥିବାବେଳେ ଆଜି ବାଣପୁରର ପ୍ରସିଦ୍ଧ ମା’ ଭଗବତୀଙ୍କ ମନ୍ଦିରଠାରେ ବିଜେଡି ବିଧାୟକଙ୍କ…