ବିଶେଷ ଖବର ବିଜେପିରେ ଅମିତ ଶାହାଙ୍କ ଭଳି ସଭାପତି, ଅତୀତରେ ନଥିଲେ, ଭବିଷ୍ୟତରେ ହେବାର ସମ୍ଭାବନା ମଧ୍ୟ କମ କେଦାର ମିଶ୍ର ଚିରକାଳ ବିଜେପିର ବିଚାର ଓ କାର୍ୟଶୈଳୀକୁ ସମାଲୋଚନା କରି ଆସୁଥିବା ମୋ ଭଳି ଜଣେ ସମାଲୋଚକ ପାଖରୁ, ଏମିତି ଏକ ଶୀର୍ଷକ ଦେଖି କେହି…