ଆଜିର ଖବର ଯୁବ ଉଦ୍ୟୋଗୀତାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଏମ୍ଏସ୍ଏମ୍ଇ ମନ୍ତ୍ରୀଙ୍କୁ ଭେଟିଲେ BJYM ଷ୍ଟାର୍ଟଅପ୍ ଟିମ୍ ଭୁବନେଶ୍ଵର: ବିଜେପି ଯୁବମୋର୍ଚ୍ଚା ଷ୍ଟାଟଆପ୍ ସଂଯୋଜକ ଓଁକାର ପରିଡାଙ୍କ ନେତୃତ୍ୱରେ ବିଜେପି ଯୁବମୋର୍ଚ୍ଚା ଷ୍ଟାର୍ଟଅପ୍ ଟିମ୍ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଏମଏସଏମଇ…