ଅପରାଧ ଜାନୁଆରୀ ୨୬ ପୂର୍ବରୁ ବଡ଼ ଆତଙ୍କବାଦୀ ଯୋଜନାର ପର୍ଦ୍ଦାଫାଶ, ୨.୫ କିଲୋଗ୍ରାମ RDX ସହିତ ୪ ଗିରଫ ନୂଆଦିଲ୍ଲୀ: ପଞ୍ଜାବର ହୋସିଆରପୁରରେ ପୋଲିସ ଗଣତନ୍ତ୍ର ଦିବସ ପୂର୍ବରୁ ଏକ ବଡ଼ ଯୋଜନାକୁ ପଣ୍ଡ କରିଛି। ପାକିସ୍ତାନୀ ISI ସମର୍ଥିତ ସଂଗଠନ ବବର ଖାଲସା ଇଣ୍ଟରନ୍ୟାସନାଲ (BKI)…