ଅନ୍ତରାଷ୍ଟ୍ରୀୟ ଲିଡ୍ସ ଟେଷ୍ଟରେ ହାତରେ କଳା ପଟି କାହିଁକି ପିନ୍ଧିଲେ ଭାରତୀୟ ଏବଂ ଇଂଲଣ୍ଡ ଖେଳାଳି?: ଜାଣନ୍ତୁ କାରଣ ନୂଆଦିଲ୍ଲୀ: ଆଜି ଖେଳାଯାଉଥିବା ଲିଡ୍ସ ଟେଷ୍ଟରେ ଭାରତ ଏବଂ ଇଂଲଣ୍ଡର ଖେଳାଳିମାନେ ହାତରେ କଳା ପଟି ବାନ୍ଧିଛନ୍ତି। ସମସ୍ତ ଖେଳାଳି ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା…