ଜାତୀୟ ଖବର “କଂଗ୍ରେସର ପରିଚୟ ହିଁ ରାମ ବିରୋଧୀ,” ନାନା ପଟୋଲେଙ୍କ ବୟାନକୁ ଟାର୍ଗେଟ କଲେ ସଞ୍ଜୟ ନିରୁପମ ମୁମ୍ବାଇ: ଶିବସେନା ନେତା ସଞ୍ଜୟ ନିରୁପମ କଂଗ୍ରେସ ଏବଂ ଉଦ୍ଧବ ଠାକରେ ଗୋଷ୍ଠୀ ଉଭୟଙ୍କ ଉପରେ କଡା ଆକ୍ରମଣ କରିଛନ୍ତି। ଭଗବାନ ରାମଙ୍କ ସହିତ ରାହୁଲ ଗାନ୍ଧୀଙ୍କୁ…