ଆଜିର ଖବର ବିଏମସିର ମେୟର ହେବେ ବିଜେପିର ଋତୁ ତାୱଡେ, ଶିବସେନାର ସଞ୍ଜୟ ଶଙ୍କର ଡେପୁଟି ମେୟର ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ବିଏମସି ର ମେୟର ବିଜେପିର ହେବେ। ଋତୁ ତାୱଡେ ବିଏମସିର ପରବର୍ତ୍ତୀ ମେୟର ହେବେ। ଋତୁ ତାୱଡେ…