ଆଜିର ଖବର ପବନ-ପାଣିକୁ ଦେଖି ସତର୍କ ଚାଳକ: ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ ଚିଲିକା: ଚିଲିକାରେ ବଢ଼ୁଥିବା ଜଳସ୍ତର ଏବଂ ପବନର ବେଗକୁ ଦୃଷ୍ଟିରେ ରଖି ଡଙ୍ଗା ଚଳାଚଳ ବନ୍ଦ କରାଯାଇଛି। ଚିଲିକା ଡଙ୍ଗା ଚାଳକ ସଂଘ ପକ୍ଷରୁ ଡଙ୍ଗା ଏବଂ…