ଆଜିର ଖବର ବିଗତ ଦିନର ଲୋକପ୍ରିୟ ନାୟିକା ଓ୍ବାହିଦା ରେହମାନ ମୁମ୍ବାଇ : ହିନ୍ଦୀ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତ୍ରୀ ଓ୍ବାହିଦା ରେହମାନ ଆଜି 82 ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ୧୯୩୮ ଫେବୃୟାରୀ ୩ରେ ତାମିଲନାଡୁରେ ଓ୍ବାହିଦା…