ଅନ୍ତରାଷ୍ଟ୍ରୀୟ ରୁଷରେ ବଡ ବୋମା ବିସ୍ଫୋରଣ, ଆଣବିକ ସୁରକ୍ଷା ପ୍ରଭାରୀ ଜେନେରାଲଙ୍କ ଘଟଣାସ୍ଥଳରେ ମୃତ୍ୟୁ ନୂଆଦିଲ୍ଲୀ: ରୁଷର ଆଣବିକ ସୁରକ୍ଷା ପ୍ରଭାରୀ ରୁଷୀୟ ଜେନେରାଲ୍ ବୋମା ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି। ମସ୍କୋରେ ଏହି ବିସ୍ଫୋରଣ ଘଟିଛି। ଲେଫ୍ଟନାଣ୍ଟ ଜେନେରାଲ ଇଗୋର କିରିଲୋଭ ଆଜି…