ଆଜିର ଖବର ‘ମୁମ୍ବାଇରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ବୋମା’: ଧମକପୂର୍ଣ୍ଣ ବାର୍ତ୍ତା ପରେ ଆରମ୍ଭ ହେଲା ତଦନ୍ତ ନୂଆଦିଲ୍ଲୀ: ମୁମ୍ବାଇରୁ ଦିଲ୍ଲୀ ଆସୁଥିବା ଏକ ବିମାନରେ ଏକ ଅଦ୍ଭୁତ ଘଟଣା ଘଟିଲା। ଏକ ଟିସୁ ପେପରରୁ ବିମାନରେ ଆତଙ୍କ ସୃଷ୍ଟି ହୋଇଥିଲା। ଜଣେ କ୍ରୁ ସଦସ୍ୟ…