ଆଜିର ଖବର ଦିଲ୍ଲୀ ପୋଲିସର ବଡ ସଫଳତା: ଗିରଫ ହେଲା ୧୧୦୦ ଥର ବୋମା ଧମକ ଦେଇଥିବା ଅଭିଯୁକ୍ତ ନୂଆଦିଲ୍ଲୀ: ଦେଶବ୍ୟାପୀ ୧୧୦୦ ରୁ ଅଧିକ ନକଲି ଧମକପୂର୍ଣ୍ଣ ମେସେଜ୍ ପଠାଇବା ଅଭିଯୋଗରେ ୪୭ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଏହି ବ୍ୟକ୍ତି…