ଆଜିର ଖବର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ଘଟଣାସ୍ଥଳରେ ପହଞ୍ଚିଲା ବୋମା ସ୍କ୍ବାଡ୍, ମାମଲା ରୁଜୁ ମୁମ୍ବାଇ: ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଏହା ପରେ ବମ୍ ସ୍କ୍ୱାଡ୍ ସମଗ୍ର କୋଠାକୁ ତଲାସୀ ନେଇଛି। ତଥାପି ଏଥିରେ କିଛି…