ଆଜିର ଖବର ରାଜସ୍ଥାନ ଜିଲ୍ଲା ପରିଷଦ ଫଳାଫଳ ଆଶ୍ଚର୍ଯ୍ୟଜନକ: ସଂଖ୍ୟା ଗରିଷ୍ଠତା ସତ୍ତ୍ୱେ ହାରିଲା ବିଜେପି ନୂଆଦିଲ୍ଲୀ: ରାଜସ୍ଥାନର ବ୍ୟାୱରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ଏକ ଆଶ୍ଚର୍ଯ୍ୟଜନକ ଫଳାଫଳ ଆସିଛି। ସଂଖ୍ୟା ଗରିଷ୍ଠତା ସତ୍ତ୍ୱେ ବିଜେପି ସେଠାରେ ହାରିଛି। କଂଗ୍ରେସର ମମତା ଗୁର୍ଜର…