ଆଜିର ଖବର 63 ବର୍ଷରେ ବ୍ରହ୍ମାନନ୍ଦମ୍: ହଜାରରୁ ଉର୍ଦ୍ଧ୍ବ ଫିଲ୍ମରେ ଅଭିନୟ କରି ରେକର୍ଡ କରିଛନ୍ତି ହାଇଦ୍ରାବାଦ : ସାଉଥ୍ର ଲୋକପ୍ରିୟ ହାସ୍ୟାଭିନେତା ବ୍ରହ୍ମାନନ୍ଦମ୍ ବେଶ୍ ଜଣାଶୁଣା । କେବଳ ସାଉଥ୍ ଇଣ୍ଡଷ୍ଟ୍ରିରେ ନୁହଁନ୍ତି, ସାରା ଭାରତରେ ତାଙ୍କର ପ୍ରଶଂସକ ବେଶ୍ ରହିଛନ୍ତି ।…