ଜାତୀୟ ଖବର ପଞ୍ଜାବରେ ‘ମହା ପାପ’: ଗଣତନ୍ତ୍ର ଦିବସରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଦୁର୍ବୃତ୍ତମାନେ ଅମୃତସରର ହେରିଟେଜ୍ ଷ୍ଟ୍ରିଟରେ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଦୁର୍ବୃତ୍ତମାନେ ମଧ୍ୟ ମୂର୍ତ୍ତି ସମ୍ମୁଖରେ ରଖାଯାଇଥିବା ସମ୍ବିଧାନରେ…