ଜାତୀୟ ଖବର BSFରେ ଦଶମ ଶ୍ରେଣୀ ପାସ୍ ପ୍ରାର୍ଥୀଙ୍କ ପାଇଁ ବଡ ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ ନୂଆଦିଲ୍ଲୀ: ଦେଶର ଆନ୍ତର୍ଜାତୀୟ ସୀମାକୁ ସୁରକ୍ଷା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ସୀମା ସୁରକ୍ଷା ବାହିନୀ (BSF) କ୍ରୀଡା ପ୍ରତିଭାଙ୍କୁ ସ୍ଥାୟୀ ଏବଂ ସମ୍ମାନଜନକ ନିଯୁକ୍ତି…