ଆଜିର ଖବର HDFC-ICICI ସମେତ ୪ ବ୍ୟାଙ୍କକୁ ସୁପ୍ରିମକୋର୍ଟଙ୍କ ଛାଟ, CMDଙ୍କୁ ସମନ୍ ଚେତାବନୀ ନୂଆଦିଲ୍ଲୀ: ଘର କିଣିବାର ସ୍ୱପ୍ନ ଦେଖିଥିଲେ। ବ୍ୟାଙ୍କରୁ ଗୃହଋଣ ନେଇଥିଲେ। ବିଲ୍ଡରଙ୍କ ପ୍ରତିଶ୍ରୁତି ଥିଲା, ଘର ହସ୍ତାନ୍ତର ହେବା ପର୍ଯ୍ୟନ୍ତ ଦେବାକୁ ପଡ଼ିବନି EMI। ହେଲେ ଘର…